ମଲି
ଦେଖଣା
ମଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଲି
|
(ମଲି ମଲି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଲ୍ଲୀ)
[ସମ୍ପାଦନା]- ୧. ମଲ୍ଲୀଫୁଲ —୧. Jasminum Samback (Kirtikar); jasmine.
- ୨. ମଲ୍ଲୀନାମ୍ନୀ ସ୍ତ୍ରୀର ଡ଼ାକନାମ —୨. Name for calling a woman named Mallī.
ଦେଶଜ - ଅ—(ମରିବା କ୍ରିୟାର ପ୍ରଥମ ପୁରୁଷ ଏକବଚନ ଭୂତକାଳର ଆକାର; ଅବ୍ୟୟରୂପେ ବ୍ୟବହୃତ)
[ସମ୍ପାଦନା]- ୧. (ପ୍ରାଚୀନ କବିମାନଙ୍କ) ବର୍ଣ୍ଣିତ କାମକ୍ରୀଡ଼ା କାଳରେ ରସିକାରୁ ମୁଖରୁ ବାରଂବାର ନିଃସୃତ ବାକ୍ୟ —୧. An expression said to repeatedly issue from the mouth of a young woman during coition.
(ଉ—ହାଁ ହାଁ ହୁଁ ହୁଁ ନା ନା ମଲି ଇଷି ଭାଷାକୁ କିସ ତୁଳାଇବି ଭଞ୍ଜ ପ୍ରେମସୁଧାନିଧି)
- ୨. ପୀଡ଼ା ସୁଚକକ ଆର୍ତ୍ତ ଧ୍ୱନି —୨. (interjection) Oh! I am dying.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଳ ସ୍ଥାନରେ ଲ ଉଚ୍ଚାରଣ)
[ସମ୍ପାଦନା]ମଳି; ମଇଲା —Dirt.