Jump to content

ମଲିକଢ଼ି

ଉଇକିଅଭିଧାନ‌ରୁ

ମଲିକଢ଼ି

ଉଚ୍ଚାରଣ

[ସମ୍ପାଦନା]

[ମଲ୍ଲି କାକଢ଼ି(ଢ଼)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଲ୍ଲୀ ବା ମଲ୍ଲିକା ଓ କଳି)

[ସମ୍ପାଦନା]
୧. ମଲ୍ଲୀଫୁଲ କଢ଼ିପରି ଗୋଟି ଗୋଟିକିଆ ରୂପାର ବା ସୁନାର ଗୋଳକ ମାଳରୂପେ ଗୁନ୍ଥା ହୋଇଥିବା ଅଳଙ୍କାର (ଏହା ସ୍ତ୍ରୀଲୋକକମାନେ ଜୁଡ଼ାରେ ଗୁଡ଼ିଆ ଯାଏ) — ୧. A string of gold or silver balls resembling Jasmine-buds and used as a tape (tied round the chignon).
୨. ମଲ୍ଲୀପୁଷ୍ପର କଳି —୨. Jasmine-bud.
୩. ତଳ କାନର ଅଳଙ୍କାର ବିଶେଷ — ୩. An ornament for the lower part of the ear.

(ଉ—କେ ବୋଲେ ଏ ଚନ୍ଦ୍ରମଲ୍ଲୀକଢ଼ୀ ନୋହେ, ଶୋଇଛି ଚନ୍ଦ୍ର କର୍ଣ୍ଣପାଟଳ ଶେଯେ ସ୍ନେହେ କୃଷ୍ଣସିଂହ ମହାଭାରତ ବନ)