Jump to content

ମଲିଦା

ଉଇକିଅଭିଧାନ‌ରୁ

ମଲିଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଫାରାସୀ - ମଲୀଦହ୍; ତୁଳ. ସଂସ୍କୃତ - ୟ ମର୍ଦ୍ଦିତ ଓ ଗଜିତ)

[ସମ୍ପାଦନା]

କାଶ୍ମୀର ଦେଶ ନିର୍ମିତ ମେଷ ଲୋମର ବସ୍ତ୍ର ବିଶେଷ — Felt.

[ଦ୍ରଷ୍ଟବ୍ୟ —ଏ ଲୁଗା ବୁଣାଯିବା ପରେ ଏହାକୁ ଦଳିମଳି ଘନ ଓ କୋମଳ କରାଯାଏ—ହିନ୍ଦୀ - ଶ ]