Jump to content

ମଲିଫୁଲ

ଉଇକିଅଭିଧାନ‌ରୁ

ମଲିଫୁଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମଲ୍ଲୀ ନାମକ ଗଛର ଫୁଲ —୧. Flower of Jasmine.

ଅନୁବାଦ

[ସମ୍ପାଦନା]
୨. (ବଣିଆ ଶଦ୍ଦ) ମୁଣ୍ଡର ଜୁଡ଼ାରେ ପିନ୍ଧା ଯିବା ମଲ୍ଲିଫୁଲ ଆକାରରେ ସୁନାର ବା ରୂପାର ଫୁଲ ବା ଅଳଙ୍କାର —୨. Gold or silver ornaments resembling Malli flowers worn on the chignon.