ମଲ୍ଲଭୁ
ଦେଖଣା
ମଲ୍ଲଭୁ
ଉଚ୍ଚାରଣ
[ସମ୍ପାଦନା](ମଲ୍ଲ ଭୂମି—ଅନ୍ୟରୂପ)
ସଂସ୍କୃତ - ବି(୬ଷ୍ଠୀ ତତ୍)
[ସମ୍ପାଦନା]- ୧. ରଣ ଭୂମି —୧. Battlefield.
- ୨. ମଲ୍ଲମାନଙ୍କର କ୍ରୀଡ଼ାସ୍ଥଳ ବା ଆଖଡ଼ା; ବ୍ୟାୟାମଶାଳା (ହିନ୍ଦୀ - ଶ.) — ୨. A place where athletes exercise wrestling; gymnasium.
- ୩. ମଲ୍ଲକ୍ରୀଡ଼ାର ରଙ୍ଗଭୂମି — ୩. An area for wrestling; wrestling ground.
- ୪. ମାଲବାର (ଦେଖ) - —୪. Mālabāra (See)
- ୫. ମାଲଭୂମି; ବଙ୍ଗର ବାଙ୍କୁଡ଼ା ଜିଲ୍ଲାର ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳ —୫. A tract of country (morden Bishnupur in the district Bankurā).