ମଲ୍ଲିଫୁଲ
ଦେଖଣା
ମଲ୍ଲିଫୁଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଲ୍ଲିଫୁଲ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଲ୍ଲୀ ନାମକ ଗଛର ଫୁଲ —୧. Flower of Jasmine.
- ୨. (ବଣିଆ ଶଦ୍ଦ) ମୁଣ୍ଡର ଜୁଡ଼ାରେ ପିନ୍ଧା ଯିବା ମଲ୍ଲିଫୁଲ ଆକାରରେ ସୁନାର ବା
ଅନୁବାଦ
[ସମ୍ପାଦନା]ମଲ୍ଲିଫୁଲ
|
ରୂପାର ଫୁଲ ବା ଅଳଙ୍କାର —୨. Gold or silver ornaments resembling Malli flowers worn on the chignon.