ମଲ୍ଲି ନାଥ
ଦେଖଣା
ମଲ୍ଲି ନାଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ନାମ
[ସମ୍ପାଦନା]- ୧. ବିଖ୍ୟାତ ସଂସ୍କୃତ ଓ ଟୀକାକାର — ୧. Name of the famous Sanscrit commentator of Kāḻidāsa and other poets.
[ଦ୍ରଷ୍ଟବ୍ୟ —ଏ କାଳିଦାସ, ମାଘ, ଭାରବି ଓ ଶ୍ରୀହର୍ଷଙ୍କ ପ୍ରଣୀତ କାବ୍ୟମାନଙ୍କର ସହଜବୋଧ୍ୟ ଟୀକା ରଚନା କରି ସାଧାରଣଙ୍କୁ କାବ୍ୟମାନଙ୍କ ରସାସ୍ୱାଦନର ସୁବିଧା କରିଦେଇ ଚିରସ୍ମରଣୀୟ ହୋଇଅଛନ୍ତି ଓରଙ୍ଗଲ୍ର କାକତେୟ ବଂଶୀୟ ରାଜାମାନଙ୍କ ଆଶ୍ରୟରେ ରହି ଏ ଏହି ଟୀକାମାନ ରଚନା କରିଥିଲେ (ସୁବଳଚନ୍ଦ୍ର)
- ୨. ଜୈନମାନଙ୍କର ଉନବିଂଶ ତୀର୍ଥଂକର —୨. Name of a J&aline;i̱na saint.