Jump to content

ମଲ୍ଲୀକ୍ରୀଡ଼ା

ଉଇକିଅଭିଧାନ‌ରୁ

ମଲ୍ଲୀକ୍ରୀଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]
୧. ମଲ୍ଲମାନଙ୍କର କୁସ୍ତି ଖେଳ — ୧. Athletic feats.
୨. ମଲ୍ଲଯୁଦ୍ଧ — ୨. Wrestling; boxing.