ମଲ୍ଲ ଯୁଦ୍ଧ
ଦୁଇ ଜଣ ମଧ୍ୟରେ ଲଢ଼ା ଲଢ଼ି; ବାହୁ ଯୁଦ୍ଧ —A wrestling match; a boxing contest.
(ଉ—ଏ ବାହାରେ ତ ମଲ୍ଲ ଯୁଦ୍ଧ ଜାଣଇଁ, କରିକର ପରି ଦେଖ ମୋ ବାହୁ ଦୁଇ କୃଷ୍ଣସିଂହ. ମହାଭାରତ. ବିରାଟ )