Jump to content

ମଲ୍ୟ

ଉଇକିଅଭିଧାନ‌ରୁ

ମଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ମୂଳ= ବସ୍ତ୍ରାଦି ଉତ୍ପତ୍ତ କାରଣ ଅର୍ଥାତ୍ ପରିଶ୍ରମ+ ଯ)

[ସମ୍ପାଦନା]
୧. ଦ୍ରବ୍ୟାଦିର ଦାମ ବା ପଣ —୧. Value or price of a thing.
୨. ମୂଲ; ପରିଶ୍ରମର ଦାମ — ୨. Wages; remuneration for labour.
୩. ବ୍ୟବହାର ପାଇଁ ଦିଆଯିବା ଭଡ଼ା —୩. Hire.
୪. ବେତନ —୪. Salary.

ସଂସ୍କୃତ - ବିଣ (ମୂଳ ଧାତୁ+ଯ)

[ସମ୍ପାଦନା]
୧. ରୋପଣ୍ୟ ଯୋଗ୍ୟ —୧. Fit to be planted.
୨. ପ୍ରତିଷ୍ଠାଯୋଗ୍ୟ —୨. Fit to be established.
୩. ଖରିଦ କରିବାର ଯୋଗ୍ୟ — ୩. Purchasable.
୪. ଦାମୀ —୪. Valuble.
୫. (ମୂଳ+ଯ; ଯେଉଁ ଶସ୍ୟାଦିର ଗୁଳ୍ମ ମୂଳରୁ ଉତ୍ପାଟିତ କରାଯାଏ)ମୃଦ୍ଗାଦି ଶସ୍ୟା(ବିଶ୍ୱକୋଷ) — ୫. Cereals;grains-pulse.