ମଲ କଢ଼ି
ଦେଖଣା
ମଲ କଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଲ କଢ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଲ୍ଲୀ ଓ କଳୀ)
[ସମ୍ପାଦନା]କାନର ଉପର ପାଖରେ ପିନ୍ଧାଯିବା ଦୁଇଟି ମଲ୍ଲି କଢ଼ି ଆକୃତିର ଗୋଲକ ସଂଯୁକ୍ତ କାଠି —A kind of gold ornament worn on the upper part of the ear (resembling dumb bells).
[ଦ୍ରଷ୍ଟବ୍ୟ —ଏହାର ଦୁଇଟି କଢିକୁ ହୁଗାଳି ଦେଇ ଏକ ପଟର କାଠିକୁ ଅନ୍ୟ ପଟର ଛିଦ୍ରରେ ଗଳାଇ ଦୁଇଆଡ଼ ଦୁଇଟି କଢ଼ିକୁ ସଂଲଗ୍ନ କରାଯାଇ ପିନ୍ଧାଯାଏ]