ମଲ ବାର
ଦେଖଣା
ମଲ ବାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମଳୟ)
[ସମ୍ପାଦନା]ଦକ୍ଷିଣ ଭାରତର ପଶ୍ଚିମ ଉପକୂଳରେ ତ୍ରିବାଙ୍କୁଡ଼ ରାଜ୍ୟ ଉତ୍ତରସ୍ଥ ପ୍ରଦେଶବିଶେଷ — The Malabar county in S. India; the Mopla country (M.W.).
[ଦ୍ରଷ୍ଟବ୍ୟ —ଏଠାରେ ମୋପଲାମାନଙ୍କର ବାସ ଏହାର ପ୍ରଧାନ ନଗର କାଲିକଟ୍; କାଲିକଟ ଜାମୋରୀନ୍ ନାମକ ମୁସଲମାନ୍ ରାଜାଙ୍କଦ୍ୱାରା ଶାସିତ]