Jump to content

ମଳଘ୍ନ

ଉଇକିଅଭିଧାନ‌ରୁ

ମଳଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମଳ+ହନ୍ ଧଆତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ମଳ ନାଶକ; ଯାହା ମଳ ଦୂର କରେ —୧. Removing dirt.
୨. ମଳ ପରିଷ୍କାରକ —୨. Cleaning the dirt.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶାଳ୍ମଳୀ କନ୍ଦ; ଶିମିଳି ମୂଷିଳି — ୧. The root of the silk cotton tree.
୨. ଏକ ପ୍ରକାର ଲତା କଞ୍ଚନ (ହିନ୍ଦୀ - ଶ) —୨. A kind of creeping Kan̄chana plant.