ମଳଙ୍ଗୀ
ଦେଖଣା
ମଳଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ପ୍ରକାର ଦେଶୀ ଡଙ୍ଗା — ୧. A kind of country boat.
[ଦ୍ରଷ୍ଟବ୍ୟ —ଏହା ଲମ୍ୱରେ ପଟୁଆ ଅପେକ୍ଷା ସାନ ଓ ଉଚ୍ଚତାରେ ପଟୁଆ ଅପେକ୍ଷା ବେଶି ଏଥିର ପଛ ସଙ୍ଗ ଆଗ ମଙ୍ଗଠାରୁ ଅଧିକ ଉଚ୍ଚ ଏହି ପ୍ରକାର ଡଙ୍ଗା କୁଜଙ୍ଗ ଓ କଟକଜିଲ୍ଲାର ତଳହଟିରେ ବ୍ୟବହୃତ ହୁଏ]
- ୨. ସମୁଦ୍ର ପାଣିରୁ ଲୁଣ ମାରିବା ମୂଲିଆ —୨. Labourers employed in manufacturing salt from sea-water.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହୁରାଡି ମାଛ (ଦ୍ରବ୍ୟଗୁଣ) (ଦେଖ) - Mahurāṟḍ̠i māchha (See)