Jump to content

ମଳବଦ୍ଧ

ଉଇକିଅଭିଧାନ‌ରୁ

ମଳବଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ମଳବଦ୍ଧା—ସ୍ତ୍ରୀ)
  • (file)
  • (file)

ବିଶେଷ୍ୟ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ମଳ+ବଦ୍ଧ)

[ସମ୍ପାଦନା]

ଯାହାର କୋଷ୍ଠବଦ୍ଧ ହୋଇଥାଏ —Costive; suffering from constipation.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୋଷ୍ଠବଦ୍ଧ; ପରିଷ୍କାର ଝାଡ଼ା ନ ହେବା; ମଳକାଠିନ୍ୟ —Costiveness; constipation.