ମଳବା
ଭଙ୍ଗା କୋଠା ଆଦିରୁ ବାହାରିବା ଇଟା ଓ ଚୂନ ଆଦିର କ୍ଷୁଦ୍ର ଖଣ୍ଡମାନ —Broken bits of brick and lime from a delapidated or dismantled building; debris; rubbish.