Jump to content

ମଳଭୁକ୍

ଉଇକିଅଭିଧାନ‌ରୁ

ମଳଭୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମଳ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍;+ଅ)

[ସମ୍ପାଦନା]

ମଳଖାଦକ; ବିଷ୍ଠାଖାଦକ; ଗୁହଖିଆ — Subsisting on dung.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାକ — The crow.