ମଳମଳ
ଦେଖଣା
ମଳମଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଳମଳ
|
ଦେଶଜ - ବିଶେଷଣ - (ସଂସ୍କୃତ - ମଳ; ନିଦ ଓ ଆଖି ଶବ୍ଦ ସଙ୍ଗେ ବ୍ୟବହୃତ, ଯଥା—ନିଦ ମଳମଳ, ଆଖି ମଳମଳ)
[ସମ୍ପାଦନା]ନିଦ୍ରା ଯୋଗୁଁ ବାରଂବାର ଘୋଡ଼ାଇ ହୋଇ ପଡ଼ୁଥିବା ବା ମଳିନତା ଛାଡ଼ି ନ ଥିବା ଚକ୍ଷୁ ବା ଚକ୍ଷୁର୍ଯୁକ୍ତ (ବ୍ୟକ୍ତି) —Repeatedly drooping (eyes) (on account of the effect of sleep); still under the influence of sleep; (eyes or person) which has not yet shaken off the state of slumber (said of a person or the eyes of a person awakened from a deep slumber.)