ମଳମଳା
ଜଳ ସ୍ରୋତର ଆବର୍ତ୍ତ ବା ଭଉଁରୀ; ଜଳାବର୍ତ୍ତ; ଜଳଭ୍ରମି —Eddy; whirpool of a strong current of water; maelstrom.
[ଦ୍ରଷ୍ଟବ୍ୟ —ଛୋଟ ଆବର୍ତ୍ତକୁ ଭଉଁରୀ ଓ ବଡ଼ ଏବଂ ବିପଜ୍ଜନକ ଆବର୍ତ୍ତକୁ ମଳମଳି ବୋଲାଯାଏ]