ମଳମାସ କୃତ୍ୟ
(ମଳମାସ ବ୍ରତ—ଅନ୍ୟରୂପ)
ମଳମାସରେ କର୍ତ୍ତବ୍ୟ ପ୍ରାତଃସ୍ନାନ, ହବିଷ୍ୟ ଓ ବହିର୍ଜପାଦି ବ୍ରତ — Religious austerities or penance observed during an intercalary month.