ମଳମ୍ମା
ଦେଖଣା
ମଳମ୍ମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଆରବୀ - ମଲମ୍ମା)
[ସମ୍ପାଦନା]ତମ୍ୱା ଉପରେ ସୁନାର ଗିଲ୍ଟି କରାଯିବା —Of copper gilt with a layer of gold; having a layer of gold on coper plate.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ତମ୍ୱା ଉପରେ ସୁନା ଗିଲ୍ଟି ହୋଇଥିବା ଜରି; ଝୁଟାଜରି — Gilt lace.
(ଉ—ମଳମ୍ୱା ଅମ୍ୱରେ ହେଲା ଏ ତୁମ୍ଭର ସୁବର୍ଣ୍ଣ ଭ୍ରମ କେବଳ ରାଧାନାଥ ଯଯାତି)