Jump to content

ମଳାପସାରକ

ଉଇକିଅଭିଧାନ‌ରୁ

ମଳାପସାରକ

ଉଚ୍ଚାରଣ

[ସମ୍ପାଦନା]

(ମଳାପହ, ମଳାପସାରୀ—ଅନ୍ୟରୂପ)

[ମଳାପସାରିକା, ମଳାପହା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ମଳ+ଅପ+ ସୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯାହା ମଳ (ମଇଳା, ପାପ ଇତ୍ୟାଦି) ଦୂର କରେ — Removing impurities.