Jump to content

ମଳାମଳା

ଉଇକିଅଭିଧାନ‌ରୁ

ମଳାମଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ମଣ୍ଡଳ) ଚକ୍ରାକାର ବହୁଚିହ୍ନ ସମନ୍ୱିତ —୧. In circles; in patches.
୨. (ସଂସ୍କୃତ - ମଳିନ) ମେଘାଚ୍ଛନ୍ନ —୨. Cloudy; overclouded.

[ଉ—ଦିନକୁ ମଳାମଳା ରାତିକି ନିର୍ମଳା, ନାଥ ବୋଲେ ପୁତା ରେ! ରାଇଜ ଛାଡ଼ି ପଳା—ଖନାବଚନ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନ୍ଦା ମନ୍ଦା; ଚକା ଚକା ଦାଗମାନ —Circularr<? ?>- patches.

[ଯଥା—ତା ଦିହିଯାକ ଯାଦୁ ମଳା ମଳା ମାଡ଼ି ଗଲାଣି]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଚକା ଚକା ଦାଗ ମାଡ଼ିବା ପ୍ରକାରେ —In circular patches.