Jump to content

ମଳି

ଉଇକିଅଭିଧାନ‌ରୁ

ମଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳ)

[ସମ୍ପାଦନା]
୧. ଗାତ୍ର ମଳ; ଦେହ ଉପରେ ଜମିଥିବା ମଇଳାର ସ୍ତର —୧. A layer of dit on the body.

[ଉ—ଜଳେ ସ୍ନାନ କଲେ ଦେହୁ ମଳି ଛାଡ଼ିଯାଏ— ପ୍ରାଚୀ ଶ୍ରୀଗୁରୁଭକ୍ତିଗୀତା]

୨. ମଇଳା —୨. Filth.

ଦେଶଜ - ବିଶେଷଣ - (ସଂସ୍କୃତ - ମଳିନ)

[ସମ୍ପାଦନା]

ମଳିନ; ମଳଯୁକ୍ତ —Dirty; fifthy.