ମଳିକ
ଦେଖଣା
ମଳିକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହଲ୍ଲକ, ମହଲ୍ଲିକ=ଅନ୍ତଃପୁର ରକ୍ଷକ)
[ସମ୍ପାଦନା]- ୧. ଚଉକିଦାର ବା କଣ୍ଡରାମାନଙ୍କ ବଂଶୋପାଧି — ୧. The family title Kaṇḍarās (a low caste of hereditary watchm
(ଉ—ଧୋବା— ମଳିକ; ସଙ୍ଖାଳି କରିଛି ଝିଅ ହଳିକ ଢ଼ଗ)
- ୨. (ସଂସ୍କୃତ - ମଳିକ=ରାଜା —M.W.) ଗ୍ରାମର ଅଧିକାରୀ ଗ୍ରାମର ମୁଖ୍ୟ ବ୍ୟକ୍ତି —୨. The headman of a village.
- ୩. ଶୂଦ୍ରମାନଙ୍କର ଉପାଧି ବିଶେଷ —୩. A family-title of Ṡūdras.