ମଳିଛିଆ
ଦେଖଣା
ମଳିଛିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଳି (ଳ)ଛେଈ, ମଳି(ଳ)ଛୀସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମ୍ଳେଛ)
[ସମ୍ପାଦନା]- ୧. ଅତିଶୟ ମଳଯୁକ୍ତ; ମଇଳା —୧. Dirty; filthy.
- ୨. ଯେଉଁ ବ୍ୟକ୍ତିର ଦେହ ଓ ବସ୍ତ୍ରାଦି ମଳଯୁକ୍ତ —୨. (a person) With dirty body and clothes.
- ୩. ଅତି କୃପଣ —୩. Very niggardly.
- ୪. ଅପରିଷ୍କୃତ (ବସ୍ତ୍ର) —୪. Solied or unclean (cloth).