Jump to content

ମଳିନ

ଉଇକିଅଭିଧାନ‌ରୁ

ମଳିନ

ଉଚ୍ଚାରଣ

[ସମ୍ପାଦନା]
(ମଳିନା—ସ୍ତ୍ରୀ)
  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ମଳ+ଅଛି ଅର୍ଥରେ ଇନ)

[ସମ୍ପାଦନା]
୧. ମଳଯୁକ୍ତ; ମଇଳା; ମଳିଆ —୧. Filthy; dirty; foul.
୨. ବିବର୍ଣ୍ଣ; ମ୍ଳାନ; ତେଜୋହୀନ; ଫକ୍କା — ୨. Pale; yan.

(ଉ—ବ୍ୟୋମକେଶ ଆକାଶର, ମିଳିନ ପୁଷ୍ପ ନିକତ, ଖସି ପଡ଼ିଲାର ପରା ଦିଶି ଭଞ୍ଜ. ବୈଦେହୀଶବିଳାସ )

୩. ଦୂଷିତ; କଳଙ୍କିତ — ୩. Stained corrupted spoiled.
୪. ପାପ— ଯୁକ୍ତ; ପାପୀ —.୪. Sinful; sinning.
୫. କୃଷ୍ଣବର୍ଣ୍ଣ— ବିଶିଷ୍ଟ —୫. Black.
୬. ନିତ୍ୟ ନୈମିତ୍ତକ କ୍ରିୟା ତ୍ୟାଗୀ —୬. m,One who has forsaken the performance of the precribed daily rites.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଳଙ୍କ —୧. Stain.
୨. ପାପ —୨. Sin.
୩. ପାଶୁପତ; ଏକ ଶ୍ରେଣୀର ସାଧୁ, ଯେଉଁମାନେ ମଳିଆ ଲୁଗା ପିନ୍ଧନ୍ତି —୩. A class of anchorites who wear dirty cloth.
୪. ଘୋଳ ଦହି (ହିନ୍ଦୀ - ଶ.) ୪. Churned sour milk.
୫. କୃଷ୍ଣାଗୁରୁ (ହିନ୍ଦୀ - ଶ.) —୫. Black agallochium.
୬. ତାଜା ଗାଈଦୁଧ (ହିନ୍ଦୀ - ଶ.) — ୬. Freash cow's milk.
୭. ହଂସ (ହିନ୍ଦୀ - ଶ.) — ୭. Swan.
୮. ବେଣ୍ଟ (ହିନ୍ଦୀ - ଶ.) —୮. Handle of a weapon.
୯. ଦୋଷ (ହିନ୍ଦୀ - ଶ.) —୯. Defect; blemish.
୧. ରତ୍ନର ଫତା ପଣ ଓ ଧ୍ରୁମ ବର୍ଣ୍ଣ ହେବା ଦୋଷ (ହିନ୍ଦୀ - ଶ.) —୧୦. Paleness and smokiness of gems.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମ୍ଳାନ ଭାବ; ମଳିନତା —Paleness.

(ଉ—ଚନ୍ଦ୍ର ପ୍ରାୟ ହୋଇ ତୁମ୍ଭ କୀରତି ବିଖ୍ୟାତ ତୋଷ କରେ ସର୍ବ ମନ, ପଦ୍ମିନୀ ପ୍ରକାଶ ପରି ରାମାର ମଳିନ ଭଞ୍ଜ. ପ୍ରେମସୁଧାନିଧି