ମଳିନ ବଦନ
ଦେଖଣା
ମଳିନ ବଦନ
ଉଚ୍ଚାରଣ
[ସମ୍ପାଦନା](ମଳିନ ମୁଖ—ଅନ୍ୟରୂପ)
ମଳିନ ବଦନା, ମଳିନ ମୁଖୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ମ୍ଲାନ ମୁଖ —୧. Pale face; sad face.
- ୨. କୃଷ୍ଣ ମୁଖ — ୨. Black face.
- ୩. ମଳ ଯୁକ୍ତ ମୁଖ —୩. Unclean or filthy face.
- ୪. (ବହୁବ୍ରୀହି) ବାନର; ପୋଡ଼ାମୁହଁ ବାନ୍ଦର — ୪. The black-faced monkey.
- ୫. ପ୍ରେତ — ୫. Goblin; ghost.
- ୬. ଅଗ୍ନି —୬. Fire
୭ : ବଳଦର ଲାଙ୍ଗୁଡ଼ —୭. The tail of a Bullock.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]- ୧. ମ୍ଳାନମୁଖଯୁକ୍ତ — ୧. Pale-faced.
- ୨. କୃଷ୍ଣ ମୁଖ ଯୁକ୍ତ —୨. Black-faced.
- ୩. ଯାହାର ମୁଖ ମଳଯୁକ୍ତ —୩. Having a dirty face.
- ୪. କ୍ରୁର; ଖଳ (ହିନ୍ଦୀ - ଶ) — ୪. Wicked; wanton.