Jump to content

ମଳିନ ବସନ

ଉଇକିଅଭିଧାନ‌ରୁ

ମଳିନ ବସନ

ଉଚ୍ଚାରଣ

[ସମ୍ପାଦନା]
(ମଳିନ ବସନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ମଳିଆ ଲୁଗା — Dirty cloth.

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ମଳିନ ବସ୍ତ୍ରଧାରୀ — Wearing soiled cloth.