ମଳିବା
ଦେଖଣା
ମଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି (ସଂସ୍କୃତ - ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ)
[ସମ୍ପାଦନା]- ୧. କଚିବା; ଦଳିବା; ମର୍ଦ୍ଦିବା —୧. To thresh; to crush.
- ୨. ଘଷିବା —୨. To rub.
(ଉ— କମ୍ୱୁ କଣ୍ଠୀ ବାଷ୍ପ ରୁଦ୍ଧ କଣ୍ଠେ କହେ ନେତ୍ର— ଯୁଗ ମଳି ରାଧାନାଥ ପାର୍ବତୀ )
- ୩. ଚିପିବା — ୩. To press.
- ୪. ମାଜିବା —୪. To scour.
(ଯଥା—ବାସନ ମଳିବା )
- ୫. ଲୁଗାରେ ବା ହାତରେ ଲୋତକ ଯୁକ୍ତ ବା ନିଦ୍ରାଭିଭୁତ ଆଖିକୁ ଦଳିବା — ୫. To wipe or rub off the tears or sleepiness from (the eyes).