ମଳି ଛାଡ଼ିବା
ଦେଖଣା
ମଳି ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଳି ଛାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବସ୍ତୁ ଉପରେ ଜମିଥିବା ମଳି ପରିଷ୍କୃତ ହେବା —The cleansing or removal of dirt from a thing.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ନିଜ ଦେହର ମଳି ତ୍ୟାଗ କରିବା —To part with the dirt of one's body.
[ଦ୍ରଷ୍ଟବ୍ୟ —
ଅତି କୃପଣ ଲୋକକୁ ଲକ୍ଷ୍ୟ କରି ଲୋକେ କହନ୍ତି, ସେ ଏଡ଼େ କାମ୍ଫି ଯେ, ତା ଦେହରୁ ଟିକେ ମଳି ଛାଡ଼ିବ ନାହିଁ ]