ମଳି ମୁଣ୍ଡ
ଦେଖଣା
ମଳି ମୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଳି ମୁଣ୍ଡ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳିନ+ମୁଣ୍ଡ)
[ସମ୍ପାଦନା]- ୧. ମଳଯୁକ୍ତ ମସ୍ତକ; ମଳମୟ ମସ୍ତକ —୧. Filthy head.
- ୨. ମଳ— ଯୁକ୍ତ କେଶ ଥିବା —୨. A head with dirty hair.
- ୩. (ଲକ୍ଷଣାର୍ଥ) ଅତି ଗରିବ ବ୍ୟକ୍ତି —୩. (figurative) Indigent person.