ମଳି ମୁଣ୍ଡା
ଦେଖଣା
ମଳି ମୁଣ୍ଡା
ଉଚ୍ଚାରଣ
[ସମ୍ପାଦନା](ମଳି ମୁଣ୍ଡିଆ—ଅନ୍ୟରୂପ)
(ମଳି ମୁଣ୍ଡୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣପୁଲିଙ୍ଗ -
[ସମ୍ପାଦନା]- ୧. ଅପରିଷ୍କୃତଦେହ (ବ୍ୟକ୍ତି) — ୧. Unclean (person); nasty or filthy.
- ୨. ଅପରିଷ୍କୃତ କେଶ (ବ୍ୟକ୍ତି) —୨. (a person) With uncleansed or filthy hair.
- ୩. ଅତି କୃପଣ —୩. Very miserly.
- ୪. ଅତି ଗରିବ —୪. Indigent.