ମଳି ମ୍ଳୁଚ
ଦେଖଣା
ମଳି ମ୍ଳୁଚ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ମଳିନ୍+ମ୍ଳୁଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଅ)
- ୧. ମଳମାସ —୧. Intercalary month
- ୨. ଅଗ୍ନି —୨. Fire.
- ୩. ବାୟୁ —୩. Air.
- ୪. ଚେର —୪. Thief.
- ୫. ପଞ୍ଚ ଯଜ୍ଞକାରୀ ଗୃହସ୍ଥ (ହିନ୍ଦୀ - ଶ.) —୫. A householder who regularly performs the daily offerings enjoined in the ṡastras.