ମଳୁ
ଦେଖଣା
ମଳୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମଳ= ବାତ, ପିତ୍ତ ଓ କଫ)
[ସମ୍ପାଦନା]- ୧. ପୀଡ଼ାଗ୍ରସ୍ତ ବ୍ୟକ୍ତି ; ରୋଗୀ —୧. A sick person.
[ଉ—ମଳୁ ପଥ୍ୟ ଔଷଧ ନ ଖାଇଲା ପ୍ରାୟେ, ଆମ୍ଭର ବଚନକୁ ନ ଘେନିଲେ ରାୟେ କୃଷ୍ଣସିଂହ. ମହାଭାରତ ଦ୍ରୋଣ ]
- ୨. ବୈଦ୍ୟଙ୍କ ଚିକିତ୍ସାଧୀନ ବ୍ୟକ୍ତି — ୨. A patient.
[ଉ— ମଳୁ ଲୋଡ଼ୁଥିବା ପଇଡ଼ ପାଣି, ବଇଦ ବୋଇଲା ପି ତୋଡ଼ାଣି ଢ଼ଗ ]