Jump to content

ମଳୁଖ

ଉଇକିଅଭିଧାନ‌ରୁ
  • ଖୁଦ ବଛା ହୋଇଥିବା ମୋଟ ଚାଉଳ
  • ଅଟାକୁ ଚାଲୁଣିରେ ଚଲାଇବା ପରେ ଯେଉଁ ଭୁଷି ଚାଲୁଣିରେ ରହି ଯାଏ; ଚୋକଡ଼
  • କୁଟ ଧାନକୁ ଚାଲୁଣିରେ ଚଲାଇ କୁଲାରେ ପାଛୁଡିବା ପରେ ଯେଉଁ ଗୋଟା ଚାଉଳ ଓ ତାହା ସଙ୍ଗେ ମିଶି ଗୋଟାଏ ଗୋଟାଏ ଧାନ ରହି ଯାଏ
  • ମଣ୍ତାପିଠା ପ୍ରଭୃତି ପାଇଁ କୁଟା ଯିବା ବତୁରା ଚାଉଳର ଚୂନାକୁ କୁଲାରେ ପାଛୁଡିଲେ ଯେଉଁ ଖଦଡ଼ ଅଂଶ ବାକି ରହିଯାଏମଳୁଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି— (ତୁଳନା କର ସ. ମଲ୍ଲ=ନୈବେଦ୍ୟର ଅବ— ଶିଷ୍ଟାଂଶ)

[ସମ୍ପାଦନା]
୧. ଖୁଦ ବଛା ହୋଇଥିବା ମୋଟ ଚାଉଳ —୧. Whole rice from amongst which partcles or broken rice have been sifted or picked out.
୨. ଅଟାକୁ ଚାଲୁଣିରେ ଚଲାଇବା ପରେ ଯେଉଁ ଭୁଷି ଚାଲୁଣିରେ ରହି ଯାଏ; ଚୋକଡ଼ା —୨. Refuse of flour left after being sifted in a sieve; bran.
୩. କୁଟ ଧାନକୁ ଚାଲୁଣିରେ ଚଲାଇ କୁଲାରେ ଚପାଛୁଡ଼ିବା ପରେ ଯେଉଁ ଗୋଟା ଚାଉଳ ଓ ତାହା ସଙ୍ଗେ ମିଶି ଗୋଟାଏ ଗୋଟାଏ ଧାନ ରହି ଯାଏ —The whole rice mixed with unhuaked grains of paddy left in the winnowing fan after the fine rice is separated from them.

[ଦ୍ରଷ୍ଟବ୍ୟ — ଅରୁଆ ଚାଉଳରେ ମିଶି ଥିବା ଧନମାନଙ୍କୁ ବାଛି ଦେଲେ ଯେଉଁ ଗୋଟା ଚାଉଳମାନ ରହେ ତାହାଙ୍କୁ ଅକ୍ଷତ କହନ୍ତି ]

୪. ମଣ୍ଡାପିଠା ପ୍ରଭୃତି ପାଇଁ କୁଟା ଯିବା ବତୁରା ଚାଉଳର ଟୁନାକୁ କୁଲାରେ ପାଛୁଡ଼ିଲେ ଯେଉଁ ଖଦଡ଼ ଅଂଶ ବାକି ରହିଯାଏ, (ଏହାକୁ ଚୂନା ମଳୁଖ ମଧ୍ୟ କହନ୍ତି ) — ୪. The unpowered particles of rice which remain after winnowing the powder of moistened rice pounded for preparing Maṇḍā cake.