ମଳୁଖ ମାଳି
ଦେଖଣା
ମଳୁଖ ମାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଳୁଖ ମାଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମଳୁଖ ଚାଉଳକୁ ସୂତାରେ ଫାସଦ୍ୱାରା ବାନ୍ଧି ତିଆରି କରାଯିବା ମାଳ ବା ହାର — Garland made by stringing together grains of whole rice in nooses.
[ଦ୍ରଷ୍ଟବ୍ୟ —ଏହା ଦେବପ୍ରତିମାଙ୍କୁ ଲାଗି କରାଯାଏ ]