Jump to content

ମଳେଇ

ଉଇକିଅଭିଧାନ‌ରୁ

ମଳେଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ମରୈ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରାର=ଖଳା)

[ସମ୍ପାଦନା]
୧. ଭିତରେ ଧାନ ରଖିବା ପାଇଁ ପାଳରେ ତିଆରି ଗଦା; ଧାନ ମେଦ — ୧. A hallow rick of crushed straw for storing paddy.

[ଉ— ଧାଡ଼ି ଧାଡ଼ି ହୋଇ ଧାନ ମରଇ ବସି ଯିବ ଫକୀରମୋହନ. ଛମାଣ. ଆଠଗୁଣ୍ଠ]

୨. ଧାନ ରଖିବା ପାଇଁ ୪/୫: ହାତ ଉଚ୍ଚ ବାଉଁଶ ଡ଼ୋଲି —୨. A big bamboo basket (about ୬ feet high) to store grains.
୩. ମରେଇ କଣ୍ଟା (ଦେଖ) - —୩. Marei kaṇṭā (See)
୪. ମରେଇ ପୋକ (ଦେଖ) - —୪. marei poka (See)



ମଳେଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମରେଇ (ଦେଖ) - Marei (See)


ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ମଳେଇ (ଦେଖ) - —Maḻei (See)



ମଳେଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗଈର ବାଛୁରୀ ମରି ଗଲେ ତାକୁ ଲୁଣ ଚଟାଇ ବା ଅନ୍ୟ ଗାଈର ବାଛୁରୀ ଲଗାଇ ତା ଠାରୁ ଦୁଧ ଦୁହିଁବା — ୧. The act of milking a cow (whose calf is dead) by making it lick salt or by engaging another calf.
୨. ମଳେଇ ଗାଈ (ଦେଖ) - —୨. Maḻei gāī (See)
୩. ମରେଇ (ଦେଖ) - —୩. Mareī (See).

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଗୋରୁ ମଇଁଷିଙ୍କ ଗୋବର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିକା ଉଦ୍ଦେଶ୍ୟରେ ଗୋରୁ ବା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇବା —The system of confining or stalling a herd of cattle or buffaloes in a field for the night so that their dung and urine left in the field will act as manure.

[ଦ୍ରଷ୍ଟବ୍ୟ —ଏଥିପାଇଁ କ୍ଷେତ୍ରସ୍ୱାମୀ ଗଉଡ଼କୁ କିଛି ଅର୍ଥ ଦିଅନ୍ତି ]

ପ୍ରାଦେଶିକ - (ଗଡ଼ଜାତ)ବି ଓବିଶେଷଣ -

[ସମ୍ପାଦନା]

ତଇଳା (ଦେଖ) - —Taiḻā (See)



ମଳେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ବାଲାଇ)

[ସମ୍ପାଦନା]

ରାଜତ୍ୱ, ଘନୀକୃତ ଦୁଧସର — Milk made thick over fire; thickened cream.