Jump to content

ମଳେଇବା

ଉଇକିଅଭିଧାନ‌ରୁ

ମଳେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମଳିବା କ୍ରିୟାର ଣିଜନ୍ତ ରୂପ — Causative of Maḻibā.

(ଉ—ପୁଣ୍ଡରୀକ ବର ଯୁଗେ ଇନ୍ଦିବାର ଯୁଗଳୀ ଲତାଇବାକକୁ, ମର୍ଦ୍ଦିବା ଲାଞ୍ଚନ ତା ପିଞ୍ଚେ କନକ ମଞ୍ଜରୀ ମଳାଇବାକୁ କବିସୂର୍ଯ୍ୟ ସଙ୍ଗୀତ)



ମଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଦ ଧାତୁ= ମର୍ଦ୍ଦନ; ସଂସ୍କୃତ - ଦଳ. ଧାତୁ; ଦଳନ)

[ସମ୍ପାଦନା]
୧. ମଳିବା କ୍ରିୟାର ଣିଜନ୍ତରୂପ — ୧. Causative of Maḻibā.
୨. ମୃତବତ୍ସ ଗାଈକୁ ଲୁଣ ପ୍ରକଭୃତି ଚାଟିବାକୁ ଦେଇ ବା ଅନ୍ୟ ବାଛୁରି ଲଗାଇ ତା ଠାରୁ ଦୁଧ ଦୁହିଁବା —୨. To milk a cow whose calf is dead;, by giving her a lump of salt to lick or by engaging another calf to suck.