Jump to content

ମଳୟ ଗିରି

ଉଇକିଅଭିଧାନ‌ରୁ

ମଳୟ ଗିରି

ଉଚ୍ଚାରଣ

[ସମ୍ପାଦନା]

ମଳୟ ପର୍ବତ, ମଳୟାଚଳ, ମଳୟାଦ୍ରିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚନ୍ଦନାଦ୍ରି; (ମଳୟ ଦେଖ) —The Westeren Ghats range of mountains running along the Malabar coast of India.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଳଲହଡ଼ା ରାଜ୍ୟର ଗୋଟିଏ ପର୍ବତ — A mountain of Pāḻahaṟḍ̠ā state.

[ଦ୍ରଷ୍ଟବ୍ୟ —ଏହାର ଉଚ୍ଚତା ୩୮୯୫: ଫୁଟ]