ମଳୟ ପବନ
ଦେଖଣା
ମଳୟ ପବନ
ଉଚ୍ଚାରଣ
[ସମ୍ପାଦନା]ମଳୟ ବାତ, ମଳୟ ବାୟୁ, ମଳୟ ମରୁତ୍ (ତ), ମଳୟ ମାରୁତ, ମଳୟ ସମୀର, ମଳୟ ସମୀରଣ, ମଳୟାନିଳ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ବସନ୍ତ ପବନ; ଦକ୍ଷିଣା ପବନ — The sweet south breeze blowing in the sprring.
[ଦ୍ରଷ୍ଟବ୍ୟ —ବସନ୍ତକାଳରେ ପୁଷ୍ପମାନ ଫୁଟିବାରୁ ସ୍ନିଗ୍ଧ ଦକ୍ଷିଣା ପବନରେ ସୁବାସ ଅନୁଭୂତ ହୁଏ ଏଥିପାଇଁ ପ୍ରାଚୀନ ଲୋକେ ଅନୁମାନ କରୁଥିଲେ ଯେ ମଳୟ ପର୍ବତରେ ଥିବା ଚନ୍ଦନ ଗଛରେ ଏ ପବନ ଲାଗି ବହି ଆସି ଥିବାରୁ ସେହି ଚନ୍ଦନ ଗଛର ସୁବାସ ଏ ପବନ ଘେନି ଆସେ]