Jump to content

ମଳ ତ୍ୟାଗ

ଉଇକିଅଭିଧାନ‌ରୁ

ମଳ ତ୍ୟାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଝାଡ଼ା ଫେରିବା; ବିଷ୍ଠା ତ୍ୟାଗ — Discharge of faeces; evacuation of the bowels.

(ମଳୋତ୍ସର୍ଗ, ମଳ ପରିତ୍ୟାଗ, ମଳ ବିସର୍ଜନ, ମଳ ବିସର୍ଗ, ମଳ ଶ୍ରୁତି— ଅନ୍ୟରୂପ)