Jump to content

ମଳ ଭାଣ୍ଡ

ଉଇକିଅଭିଧାନ‌ରୁ

ମଳ ଭାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ମଳାଶୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍)—ଶରୀର ମଧ୍ୟରେ ଥିବା ମଳାଧାର — ୧. Intestines; bowels.
୨. (ମ. ପ. ଲୋ) ମଳପୂର୍ଣ୍ଣ ଭାଣ୍ଡ — ୨. A pot full of faeces.