ମଳ ରୋଧକ
(ମଳ ରୋଧୀ—ଅନ୍ୟରୂପ)
(ମଳ ରୋଧକା, ମଳ ରୋଧିନୀ-ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)
ଯାହା କୁଷ୍ଠବଦ୍ଧତା କରାଏ — Causing constipation.