Jump to content

ମଶ

ଉଇକିଅଭିଧାନ‌ରୁ

ମଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଶ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ମଶା (ହିନ୍ଦୀ - ଶ.) —୧. Mosquito.
୨. (+କରଣ. ଅ) କ୍ରୋଧ (ହିନ୍ଦୀ - ଶ.) —୨. Anger.
୩. (+କର୍ମ. ଅ) ଗୁଣ୍ଗୁଣ୍ ଶବ୍ଦ —୩. Hum; humming (Apte).