ମଶକ
ଦେଖଣା
ମଶକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଶ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ; ଲାଟିନ୍ Musca (ମସ୍କା); ଇଂରାଜୀ - Mosquito (ମସ୍କ୍ୱିଟୋ); ଆରବୀ - ଓ ଫାରାସୀ - ମଚ୍ଛର୍)
[ସମ୍ପାଦନା]- ୧. ମଶା —୧. Gnat; mosquito.
- ୨. ଚର୍ମରୋଗବିଶେଷ; ଭାତୁଡ଼ି —୨. A kind of skin-disease; wart.
- ୩. (ତୁଳ. ଫାରାସୀ - ଏହି ଅର୍ଥରେ ମଶକ୍) ଜଳ ବହନ କରିବା ପାଇଁ ଚର୍ମମୟ ପାତ୍ର (ଶବ୍ଦ. କଳ୍ପଦ୍ରୁମ); ଭିସ୍ତୀ —୩. A big leathern bag for carrying water.
- ୪. ଶାକଦ୍ୱୀପସ୍ଥ କ୍ଷତ୍ରିୟ ଅଧ୍ୟୁଷିତ ଦେଶବିଶେଷ (ହିନ୍ଦୀ - ଶ) —୪. Name of an ancient country inhabited by Kshatriyas.
- ୫. କଳ୍ପସୂତ୍ର ରଚୟିତା ଗାର୍ଗ୍ୟ ଗୋତ୍ରଜ ମୁନିବିଶେଷ (ହିନ୍ଦୀ - ଶ.) —୫. Name of a sage; the author of Kaḻpasūtra.
- ୬. ତୈଳାଦି ରଖିବାର ବଡ଼ ଚର୍ମ— ପାତ୍ର —୬. Leathern oil can or cask.