Jump to content

ମଶଲା

ଉଇକିଅଭିଧାନ‌ରୁ

ମଶଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମଶ୍ଲା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ମଶାଲା, ତା. ମଚାଲା)

[ସମ୍ପାଦନା]
୧. ମସଲା; ବ୍ୟଞ୍ଜନକୁ ସରସ, ସୁଗନ୍ଧ ଓ ରୁଚିକର କରିବାର ଉପ— କରଣ —୧. Condiments; spices.
୨. ଖିଲପାନ, ତୈଳ ଓ ମୁଖକୁ ସୁବାସିତ କରିବାର ଉପକରଣ — ୨. Spices used to add scent to betel, oil and the mouth
୩. ଔଷଧରେ ବ୍ୟବହୃତ ଭିନ୍ନ ଭିନ୍ନ ଉପକରଣ —୩. Ingredients used in the preparatinon of medicine; drugs
୪. ପକ୍କା ଓ କୋଠା ଆଦିର ଆଦି ଗାନ୍ଥିନି କରିବା ପାଇଁ ବ୍ୟବହୃତ ଚୂନ, ବାଲି ଓ ସୁରୁକି ଆଦି ମିଶ୍ରିତ ଉପକରଣ — ୪. Mixture of sand and lime etc used in reising pucca structures or masonry.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ତମାଖୁ ବା ଧୂଆଁ ପତ୍ରର ଗୁଣ୍ଡା ସଙ୍ଗେ ଧନିଆ ଓ ପାନମହୁରୀ ଆଦି ମିଶାଯାଇ ପାନ ସଙ୍ଗେ ଖିଆଯିବା ଗୁଣ୍ଡି —Tobacco powder mixed with spices and taken with betel.