Jump to content

ମଶାଣିଆ

ଉଇକିଅଭିଧାନ‌ରୁ

ମଶାଣିଆ

ଉଚ୍ଚାରଣ

[ସମ୍ପାଦନା]

(ମଶାଣି ଶୁଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ବୈଦ୍ୟକ) ତମ୍ୱାଳୁ (ଦେଖ) - —Tambāḻu (See)

[ ଦ୍ର—ଏହାର ଛାଲି ବାଟି ଲେପନ କଲେ ଶୋଥ, ବ୍ରଧ୍ନ, ବିଳା ବା ବାଗି ବସିଯାଏ ଏବଂ ସଦ୍ୟୋବ୍ରଣ ଦୃଷ୍ଟବ୍ରଣର ଦାହ ଓ ବେଦନା ନିବାରିତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ ]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଗାଳିବିଶେଷ (ଅର୍ଥ, ତୁ ମଶାଣିକୁ ଯା) —୧. A term of abuse or curse.
୨. ଯେ ସର୍ବଦା ଶ୍ମଶାନରେ ରହେ; ଶ୍ମାଶାନବାସୀ (ପ୍ରେତ) —୨. Living in the cremation ground; like a goblin frequenting the cremation ground.