ମଶାରି ଖଟାଇବା
ଦେଖଣା
ମଶାରି ଖଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶାରି ଖଟାଇବା
|
[ମଶାରି ଟଙ୍ଗା(ଙ୍ଗେ)ଇବା, ମଶାରି ଟାଙ୍ଗି (ଣି) ବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିଛଣା ଉପରେ ଚାନ୍ଦୁଆ ପରି ମଶାରିକୁ ଡୋରଦ୍ୱାରା ଲଟକାଇବା —To hang or ring up a mosquito curtain; to tuck the curtain.