ମଶାରି ଦଉଡ଼ି
ଦେଖଣା
ମଶାରି ଦଉଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଶାରି ଦଉଡ଼ି
|
[ମଶାରି ଡୋର (ରୀ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଶାରି ଟାଙ୍ଗିବା ପାଇଁ ମଶାରିର ଚାରି କୋଣରେ ଲାଗିଥିବା ସରୁ ଦଉଡ଼ି —୧. Slender strings attached to the corners of the roof of a mosquito-curtain by means of which it is hung up by tying the strings to the pegs in the wall.
- ୨. ଡଙ୍ଗାର ମଶାରି ଖୁଣ୍ଟି ହଜି ନ ଯିବା ବୋଲି ତହିଁରେ ଯେଉଁ କ୍ଷୁଦ୍ର ସୁତୁଲି ବା ଦଉଡ଼ି ଲାଗି ଡଙ୍ଗାର ଫନ୍ଦ ସଙ୍ଗେ ବନ୍ଧା ଯାଇଥାଏ —୨. A string attached to the thatch-supporting pegs of a country boat and which is tied to the edge of a boat so that they will not be mislaid or lost when not in use.